ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ହେବ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ନିର୍ବାଣ’

ଭୁବନେଶ୍ୱର: ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ନିର୍ବାଣ’ ଆୟୋଜିତ ହେବ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସାଂସ୍କୃତିକ ଅନୁଷ୍ଠାନ ସ୍ପିକ ମାକେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏଥିରେ ବିଶିଷ୍ଠ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ, ବୀଣା ବାଦକ ପଣ୍ଡିତ ବିଶ୍ୱ ମୋହନ ଭଟ୍ଟ, ବିଶିଷ୍ଠ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ରାଜନ ମିଶ୍ର ଏବଂ ସାଜନ ମିଶ୍ର, ହିନ୍ଦୁସ୍ଥାନୀ ଗାୟୀକା ଶୃତୀ ସଦୋଲିକର ଏବଂ ଯୁବ […]

sai

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 03:38 PM IST

ଭୁବନେଶ୍ୱର: ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ନିର୍ବାଣ’ ଆୟୋଜିତ ହେବ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସାଂସ୍କୃତିକ ଅନୁଷ୍ଠାନ ସ୍ପିକ ମାକେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏଥିରେ ବିଶିଷ୍ଠ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ, ବୀଣା ବାଦକ ପଣ୍ଡିତ ବିଶ୍ୱ ମୋହନ ଭଟ୍ଟ, ବିଶିଷ୍ଠ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ରାଜନ ମିଶ୍ର ଏବଂ ସାଜନ ମିଶ୍ର, ହିନ୍ଦୁସ୍ଥାନୀ ଗାୟୀକା ଶୃତୀ ସଦୋଲିକର ଏବଂ ଯୁବ ଧୃପଦ ଗାୟକ ଉଦୟ ଭାବଲକର ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରିବେ ।

Related story