ଆଠମଲ୍ଲିକ ବନଖଣ୍ଡରୁ ଉଦ୍ଧାର ବାଘ ଅସୁସ୍ଥ, ଓୟୁଏଟିରେ ଭର୍ତ୍ତି

ଭୁବନେଶ୍ୱର: ଆଠମଲ୍ଲିକ ବନ୍ୟପ୍ରାଣୀ ବନଖଣ୍ଡ ନାକନ୍ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ପଶି ଯାଇଥିବା ଏକ ବାଘକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ବାଘକୁ ନନ୍ଦନକାନନରେ ରଖାଯାଇଥିଲା। ଆଜି ବାଘଟି  ଅସୁସ୍ଥ ହୋଇ ପଡିବାରୁ ଓୟୁଏଟିରେ ଭର୍ତ୍ତି କରାଯାଇଛି। ବନ୍ୟପ୍ରାଣୀ ଚିକିତ୍ସକ ବାଘଟିର ଚିକିତ୍ସା ଚଳାଇଛନ୍ତି। ବାଘଟିର ୪ଟି ଗୋଡ କାମ କରୁନାହିଁ। ସେ ପାରାଲିସିସ୍ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୁସ୍ଥ ହେବା ପରେ ବାଘଟିକୁ ନନ୍ଦନକାନନ ପଠାଯିବ ବୋଲି ଜଣାପଡିଛି।

tigger

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 03:42 PM IST

Related story