ଆଠଗଡ଼: ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଆଠଗଡ଼: ଚୌଦାର ଥାନା ଅନ୍ତର୍ଗତ ମହିଁଷାଲଣ୍ଡା  ମାଛତାଙ୍ଗୀ ଗ୍ରାମରେ  ପଥର ଖାଦାନ ଉପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଛି। ପୋଲିସ ୭ଟି ପଥର କଟା ପାୱାର ଟିଲର ମେସିନ,୭ଟି ବାଇକ ଜବତ କରିଛି। ଏଥିରେ୨ ଜଣଙ୍କୁ ଅଟକ ରଖିଛି। ଦୀର୍ଘଦିନ ହେବ ସେଠାରେ ଚୋରାପଥର ଖଣି ଚାଲିଥିବା ଅଭିଯୋଗ ହୋଇଆସୁଥିଲା। ଏନେଇ ତହସିଲଦାର ଚୌଦାର ଥାନା  ଅଧିକାରୀଙ୍କୁ  ସୂଚନା ଦେବା ସହ ବେଆଇନ ଭାବେ ଚାଲିଥିବା ପଥର ଖାଦାନ ଉପରେ ଚଢ଼ାଉ କରିଥିଲେ।

athagara

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 05:21 AM IST

Related story