ବଲାଙ୍ଗିର: କୋଶଳ ପ୍ରଦେଶ ଦାବିକୁ ବିରୋଧ କରୁଥିବା ନେତାଙ୍କୁ ବିରୋଧ

ବଲାଙ୍ଗିର:  ବ୍ରଜରାଜ  ନଗର ବିଧାୟିକା ରାଧାରାଣୀ ପଣ୍ଡା ଗତ ବିଧାନସଭାରେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ପ୍ରସଙ୍ଗ ଉଠାଉ ଥିବା ବେଳେ ଏହାକୁ ବିରୋଧ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତଥା ଅନ୍ୟ କିଛି ବିଧାୟକ। ଏହି ଘଟଣାକୁ ତୀବ୍ର ବିରୋଧ କରିଛି ବଲାଙ୍ଗିର କୋଶଳ ଯୁବ ଛାତ୍ର ସମନ୍ୱୟ ସମିତି। ସମିତିର କର୍ମକର୍ତ୍ତା ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶ ପୁତ୍ତଲିକା ଦାହ କରିଥିଲେ।  ସ୍ୱତନ୍ତ୍ର […]

balagiri

balagiri

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 06:25 AM IST

Sports

Latest News

ବଲାଙ୍ଗିର:  ବ୍ରଜରାଜ  ନଗର ବିଧାୟିକା ରାଧାରାଣୀ ପଣ୍ଡା ଗତ ବିଧାନସଭାରେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ପ୍ରସଙ୍ଗ ଉଠାଉ ଥିବା ବେଳେ ଏହାକୁ ବିରୋଧ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତଥା ଅନ୍ୟ କିଛି ବିଧାୟକ। ଏହି ଘଟଣାକୁ ତୀବ୍ର ବିରୋଧ କରିଛି ବଲାଙ୍ଗିର କୋଶଳ ଯୁବ ଛାତ୍ର ସମନ୍ୱୟ ସମିତି। ସମିତିର କର୍ମକର୍ତ୍ତା ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶ ପୁତ୍ତଲିକା ଦାହ କରିଥିଲେ।  ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିକୁ ବିରୋଧ କରୁଥିବା ବିଧାୟକ ମାନଙ୍କୁ କୋଶଳ ଯୁବ ଛାତ୍ର ସମନ୍ୱୟ ସମିତି ବିରୋଧ କରିବ ବୋଲି କହିଛନ୍ତି ସମିତିର ସଭାପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story