ଗ୍ୟାସ୍‌ ଟାଙ୍କିରୁ ନିଆଁ ଲାଗି ମହିଳା ଗୁରୁତର

ବଲାଙ୍ଗିର: ଗ୍ୟାସ୍‌ ଟାଙ୍କି ଲିକ୍‌ ଯୋଗୁଁ ନିଆଁ ଲାଗି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସାଲେପଡା ଗାଁର ବେଳମତୀ ଧରୁଆ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରୋଷେଇ ପାଇଁ ବେଳମତୀ ଗ୍ୟାସ୍‌ ଚୂଲାରେ ନିଆଁ ସଂଯୋଗ କରୁଥିବା ବେଳେ ହଠାତ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା।

balagiri medical

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 05:53 PM IST

ବଲାଙ୍ଗିର: ଗ୍ୟାସ୍‌ ଟାଙ୍କି ଲିକ୍‌ ଯୋଗୁଁ ନିଆଁ ଲାଗି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସାଲେପଡା ଗାଁର ବେଳମତୀ ଧରୁଆ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ରୋଷେଇ ପାଇଁ ବେଳମତୀ ଗ୍ୟାସ୍‌ ଚୂଲାରେ ନିଆଁ ସଂଯୋଗ କରୁଥିବା ବେଳେ ହଠାତ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା।

Related story