ବାଲେଶ୍ୱର: ବିଷାକ୍ତ ପ୍ରସାଦ ଖାଇ ଭିକାଗଡିଆ ଗାଁରେ ଶହେରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ବାଲିଆପାଳ ବ୍ଲକ ଭିକାଗଡିଆ ଗାଁରେ ବିଷାକ୍ତ ପ୍ରସାଦ ଖାଇ ଶହେରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଗତକାଲି ଗାଁରେ କାଳିପୂଜା ପରେ ଭୋଗ ଖାଇଥିଲେ । ପ୍ରସାଦ ଖାଇବା ପରେ ଜଣକ ପରେ ଜଣଙ୍କର ମୁଣ୍ଡବ୍ୟାଥା ଓ ଝାଡା ହୋଇଥିଲା । ଶତାଧିକ ଅସୁସ୍ଥ ହେବାରୁ ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ଚିକିତ୍ସା କରିଥିଲା । କିଛି ଗୁରୁତରଙ୍କୁ ବାଲିଆପାଳ ଓ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

baleswar

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 02:30 PM IST

Related story