ବାଲେଶ୍ୱର: ନଦୀରେ ଭାସି ଯାଇ ଝିଅ ମୃତ, ମା’ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା  ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ପିଠାହତା ପଞ୍ଚାୟତର ବଦୀସାହିରେ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁର ସନା ମୁର୍ମୁ ଓ ତାଙ୍କ ଝିଅ ନଦୀରେ ଗାଧୋଉଥିବା ବେଳେ ଭାସି ଯିବାରୁ ଝିଅର ମୃତ୍ୟୁ ହୋଇଛି। ସନାଙ୍କୁ ନଦୀରୁ ଉଦ୍ଧାର କରାଯାଇଛି। ଉଭୟ ନଦୀରେ ଗାଧୋଇଥିବା ବେଳେ ହଠାତ୍‌ ନଦୀର ଜଳସ୍ତର ବଢ଼ିଯାଇଥିଲା

death

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 03:10 PM IST

Related story