ବାରିପଦା: ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରାସ୍ତାକଡ଼ ଏକ ଗଛରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ। ଯୁବକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଯୁବକଙ୍କ ମୃତଦେହ ପାଖରୁ ଏକ ବ୍ୟାଗ ଜବତ କରିଛି। ଏଥିରେ କିଛି ପୋଷାକ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଆଧାର କାର୍ଡ ପାଇଛି। ଉକ୍ତ ଆଧାର କାର୍ଡକୁ ଆଧାର କରି ପୋଲିସ ମୃତ ଯୁବକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି।

deadbody

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 02:05 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରାସ୍ତାକଡ଼ ଏକ ଗଛରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ। ଯୁବକଙ୍କ ପରିଚୟ ମିଳିପାରିନାହିଁ।

ପୋଲିସ ଯୁବକଙ୍କ ମୃତଦେହ ପାଖରୁ ଏକ ବ୍ୟାଗ ଜବତ କରିଛି। ଏଥିରେ କିଛି ପୋଷାକ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଆଧାର କାର୍ଡ ପାଇଛି। ଉକ୍ତ ଆଧାର କାର୍ଡକୁ ଆଧାର କରି ପୋଲିସ ମୃତ ଯୁବକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି।

Related story