୧୨ ଫୁଟ୍‌ ଲମ୍ୱର ଅଜଗର ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ଡୁକୁରା ରେଞ୍ଜର କୃପାସିନ୍ଧୁପୁର ଗାଁର ଜଣକ ବଗିଚାରୁ ୧୨ ଫୁଟ୍‌ ଲମ୍ୱର ଗୋଟିଏ ଅଜଗରକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି। ଅଜଗରଟିର ବୟସ ୧୦ରୁ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

snake

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 06:42 PM IST

Related story