ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲ ଖପ୍ରାଖୋଲ ବ୍ଲକ୍ ଭରୁଆମୁଣ୍ଡା ଗାଁରେ ଭାଲୁ ଆକ୍ରମଣରେ ୨ ଆହତ ହୋଇଛନ୍ତି। ସେମାନେ ହେଲେ ଭୀମସେନ୍ ମାଝି ଏବଂ ତାଙ୍କ ପତ୍ନୀ ରୁକମଣି ମାଝି। ଉଭୟେ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଏକ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ଗାଁ ଲୋକ ଚାଲି ଆସିବାରୁ ଭାଲୁଟି ଜଂଗଲ ଭିତରକୁ ପଳାଇ ଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

sloth-bear-bandhavgarh

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 04:36 PM IST

Related story