ଭଦ୍ରକ: ନବୋଦୟ ସ୍କୁଲରୁ ନିଖୋଜ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ: ଗତକାଲିଠାରୁ ନିଖୋଜ ହୋଇଥିବା  ନବୋଦୟ  ସ୍କୁଲର ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ହଦଗଡ଼ ଡ୍ୟାମ ତଳୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ  ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ତାଙ୍କର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତକାଲି ଏହି ଛାତ୍ରୀ ଜଣଙ୍କ ସ୍କୁଲ୍‌ରୁ ନିଖୋଜ ହୋଇଯାଇଥିଲେ।

bhdrak

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 09:41 AM IST

ଭଦ୍ରକ: ଗତକାଲିଠାରୁ ନିଖୋଜ ହୋଇଥିବା  ନବୋଦୟ  ସ୍କୁଲର ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ହଦଗଡ଼ ଡ୍ୟାମ ତଳୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ  ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ତାଙ୍କର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ଏହି ଛାତ୍ରୀ ଜଣଙ୍କ ସ୍କୁଲ୍‌ରୁ ନିଖୋଜ ହୋଇଯାଇଥିଲେ।

Related story