ବିଜେଡି ଜନସମ୍ପର୍କ ପଦଯାତ୍ରାକୁ ଗଲା ବେଳେ ବୋଲେରୋ ଦୁର୍ଘଟଣା

ଗଜପତି: ମୋହନା ବ୍ଲକ୍ ଦମଦୁଆ ଗାଁର ବିଜେଡି କର୍ମୀମାନେ ଆଜି ଏକ ବୋଲେରୋରେ ଜନସମ୍ପର୍କ ପଦଯାତ୍ରାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୂଚନାଯୋଗ୍ୟ, ଏହି କର୍ମୀମାନେ ଆଜି ପାରଳାଖେମୁଣ୍ଡି ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେବାକୁ ଯାଉଥିଲେ।

accident

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 11:48 AM IST

Related story