ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ମିଶିଛନ୍ତି। ଦଳର ବରିଷ୍ଠ ନେତା ସାରଦା ନାଏକଙ୍କ ନେତୃତ୍ୱରେ ବଣାଇ ଅଞ୍ଚଳର ଏହି କର୍ମୀମାନେ ଆଜି ଭୁବନେଶ୍ୱର ସ୍ଥିତ ନବୀନ ନିବାସକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିଥିଲେ।

bjd

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 02:03 PM IST

Related story