ବର୍‌ହା ଆକ୍ରମଣରେ ମା’ ଓ ଝିଅ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସିରାବାହାଲ୍ ଗାଁରେ ବର୍‌ହା ଆକ୍ରମଣରେ ମା’ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ସିରାବାହାଲ୍‌ର କୁନି ପରୁଆ ଓ ତାଙ୍କ ଝିଅ ବୃନ୍ଦାବତୀ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ। ସେଠାରେ ବାର୍‌ହା ଆକ୍ରମଣରେ ଉଭୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃନ୍ଦାବତୀଙ୍କ ଅବସ୍ଥା ଗୁରୁତର ରହିଛି।

Boar

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 02:34 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସିରାବାହାଲ୍ ଗାଁରେ ବର୍‌ହା ଆକ୍ରମଣରେ ମା’ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ସିରାବାହାଲ୍‌ର କୁନି ପରୁଆ ଓ ତାଙ୍କ ଝିଅ ବୃନ୍ଦାବତୀ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ। ସେଠାରେ ବାର୍‌ହା ଆକ୍ରମଣରେ ଉଭୟ ଗୁରୁତର ହୋଇଛନ୍ତି।

ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃନ୍ଦାବତୀଙ୍କ ଅବସ୍ଥା ଗୁରୁତର ରହିଛି।

Related story