ବଲାଙ୍ଗିର: ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କଲେ ବିରୋଧୀ ଦଳ ନେତା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର। ବୈଠକରେ ସେ ଜିଲ୍ଲାରେ ଦେଖା ଦେଇଥିବା ମରୁଡି ପରିସ୍ଥିତିକୁ ନେଇ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଶିକ୍ଷା,ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ପୌରସଂସ୍ଥା କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ତେବେ ଏଥିରେ ଅନେକ ବିଭାଗର ଅଧିକାରୀ ଯୋଗ ଦେଇ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

narasinghamishra

narasinghamishra

Rakesh Mallick
  • Published: Friday, 04 September 2015
  • Updated: 04 September 2015, 09:47 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story