ବଲାଙ୍ଗିର ଡାକ୍ତରଖାନାରେ ନବଜାତ ଶିଶୁ ପଡ଼ିଯିବା ଘଟଣା: ପ୍ରସବ ପାଇଁ ଡାକ୍ତରଖାନା କର୍ମଚାରୀ ଟଙ୍କା ମାଗିଥିବା ଅଭିଯୋଗ

ବଲାଙ୍ଗିର: କିଛି ନା କିଛି ଅଘଟଣ ପାଇଁ ସବୁବେଲେ ଚର୍ଚ୍ଚାରେ ଥାଏ ବଲାଙ୍ଗିର ଜିଲ୍ଳା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ। କେତେବେଳେ ଫ୍ୟାନ୍ ଛିଣ୍ଡିବା ତ ଆଉ କେବେ ବାରଣ୍ଡାରେ ପ୍ରସବ ଘଟଣାକୁ ନେଇ ହୋଇଥାଏ ଚର୍ଚ୍ଚା। ଏଥର କିନ୍ତୁ ନବଜାତ ଶିଶୁ ଟେବୁଲ୍ ଉପରୁ ପଡିଯାଇ ଗୁରୁତର ହେବା ଘଟଣାକୁ ନେଇ ଚାଲିଛି ଚର୍ଚ୍ଚା। ଗୁରୁତର ଶିଶୁଟିକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ବେଲେ କର୍ମଚାରୀଙ୍କ ବିରୋଧରେ ଟଙ୍କ। ମାଗିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ […]

bolangir

bolangir

Rakesh Mallick
  • Published: Friday, 11 September 2015
  • Updated: 11 September 2015, 05:19 PM IST

Sports

Latest News

ବଲାଙ୍ଗିର: କିଛି ନା କିଛି ଅଘଟଣ ପାଇଁ ସବୁବେଲେ ଚର୍ଚ୍ଚାରେ ଥାଏ ବଲାଙ୍ଗିର ଜିଲ୍ଳା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ। କେତେବେଳେ ଫ୍ୟାନ୍ ଛିଣ୍ଡିବା ତ ଆଉ କେବେ ବାରଣ୍ଡାରେ ପ୍ରସବ ଘଟଣାକୁ ନେଇ ହୋଇଥାଏ ଚର୍ଚ୍ଚା। ଏଥର କିନ୍ତୁ ନବଜାତ ଶିଶୁ ଟେବୁଲ୍ ଉପରୁ ପଡିଯାଇ ଗୁରୁତର ହେବା ଘଟଣାକୁ ନେଇ ଚାଲିଛି ଚର୍ଚ୍ଚା। ଗୁରୁତର ଶିଶୁଟିକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ବେଲେ କର୍ମଚାରୀଙ୍କ ବିରୋଧରେ ଟଙ୍କ। ମାଗିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ଓ ଆଶାକର୍ମୀ।

ଅଭିଯୋଗ ଅନୁଯାୟୀ, ଗତକାଲି ଆଶାକର୍ମୀ  ଯଶୋଦା ବଢିଆଙ୍କ ସହାୟତାରେ ବଲାଙ୍ଗିର ଜିଲ୍ଳା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି ହୋଇଥିଲେ ଗର୍ଭବତୀ ମମତା ତାଣ୍ଡି। ଅପରେସନ୍ ଜରୁରୀ ବୋଲି କହିଥିଲେ ଦାୟିତ୍ୱରେ ଥିବା କର୍ମଚାରୀ।  କିନ୍ତୁ ସେଥିପାଇଁ ମାଗିଥିଲେ ଟଙ୍କା। ବିପିଏଲ୍ ତାଳିକାରେ ଥିବା ମମତା ଓ ତାଙ୍କ ପରିବାର ପାଇଁ ମୋଟା ଅଙ୍କର ଟଙ୍କା ଦେବା ସହଜ ନଥିଲା। ତେଣୁ ଯୋଗାଡ କରି ଅଳ୍ପ ଟଙ୍କା ଦେଇଥିବାରୁ ନାରାଜ ହୋଇଥିଲେ କର୍ମଚାରୀ। ଶେଷରେ ଖାମଖିଆଲି ଭାବେ ତାଙ୍କ ଡେଲିଭରୀ କରିଥିଲେ। ଫଳରେ ନବଜାତ ଶିଶୁଟି ତଳେ ପଡ଼ି ଯାଇଥିଲା।

ଘଟଣା ସଂର୍ପକର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଏମ୍.ମୁଥୁକୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story