ନୂଆ ବ୍ଲକ୍ ଘୋଷଣା ଦାବିରେ ବାଉଁଶୁଣୀ ବନ୍ଦ

ବୌଦ୍ଧ: ବାଉଁଶୁଣୀକୁ ନୂଆ ବ୍ଲକ୍ ଘୋଷଣା କରିବା ସମେତ ୬ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ବାଉଁଶୁଣୀ ବନ୍ଦ ଡାକାରା ଦିଆଯାଇଥିଲା। ୧୨ଟି ପଞ୍ଚାୟତର ଜନସାଧାରଣଙ୍କ ସହ ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ଲୋକେ ଏନ୍‌ଏଚ୍-୫୭ ମଧ୍ୟ ଅବରୋଧ କରିଥିଲେ।

bandh

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 08:03 PM IST

Related story