ଷ୍ଟୋଭରେ ପୋଡ଼ି ଅଙ୍ଗନବାଡ଼ି ରୋଷେୟା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଅମ୍ୱିକା ନଗର ସ୍ଥିତ ୨୩ ନମ୍ୱର ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେୟା ଭାବେ କାମ କରୁଥିବା ରଞ୍ଜିତା ବେହେରା ଆଜି ସକାଳେ କେନ୍ଦ୍ରର ପିଲାମାନଙ୍କ ପାଇଁ ଷ୍ଟୋଭ୍‌ରେ ରାନ୍ଧୁ ଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ତାଙ୍କ ଶରୀରର ଉପର ଭାଗ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ […]

Burning-Fire

Burning-Fire

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 04:00 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଅମ୍ୱିକା ନଗର ସ୍ଥିତ ୨୩ ନମ୍ୱର ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେୟା ଭାବେ କାମ କରୁଥିବା ରଞ୍ଜିତା ବେହେରା ଆଜି ସକାଳେ କେନ୍ଦ୍ରର ପିଲାମାନଙ୍କ ପାଇଁ ଷ୍ଟୋଭ୍‌ରେ ରାନ୍ଧୁ ଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ତାଙ୍କ ଶରୀରର ଉପର ଭାଗ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି।

ଖବର ପାଇ ସିଡ଼ିପିଓ ଓ ସ୍ଥାନୀୟ କର୍ପୋରେଟର ମେଡ଼ିକାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story