ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ୮ ନାବାଳିକା ଉଦ୍ଧାର

ବ୍ରହ୍ମପୁର: ମହାରାଷ୍ଟ୍ରର ଓ ହାଇଦ୍ରାବାଦକୁ ଦାଦନ ଖଟିବା ପାଇଁ ଯିବାକୁ ବ୍ରହ୍ମପୁର ରେଳ ଷ୍ଟେସନରେ ଅପେକ୍ଷା କରିଥିବା ୮ ଜଣ ନାବାଳିକାଙ୍କୁ ରେଳବାଇ ପୋଲିସର ସହାୟତାରେ ଚାଇଲଡ୍ ଲାଇନ୍ ଉଦ୍ଧାର କରିଛି। ଏହି ୮ଜଣ ନାବାଳିକା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଚାଇଲଡ୍ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇ ପିଲାମାନଙ୍କୁ କାର୍ଯ୍ୟାଳୟରେ ରଖି ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି।

bramhapur

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 02:20 PM IST

Related story