ଆସିକା: ବାଇକକୁ ଧକ୍କା ଦେଲା ବସ୍, ୨ ମହିଳା ମୃତ

ଆସିକା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ନୂଆଗଡ ନିକଟରେ ବସ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ହେଲେ ନମିତା ସ୍ୱାଇଁ ଏବଂ ତାଙ୍କ ଶାଶୁ ରମା ସ୍ୱାଇଁ। ଗତକାଲି କର୍ଣ୍ଣୋଳି ଗାଁର ବଳରାମ ସ୍ୱାଇଁ ନିଜ ପତ୍ନୀ, ମାଆ ଓ ୪ବର୍ଷର ପୁଅ ସହ ବାଇକରେ ଗାଁକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ବଳରାମ ଓ ତାଙ୍କ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସୋରଡ଼ା ପୋଲିସ […]

accident

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 03:41 AM IST

ଆସିକା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ନୂଆଗଡ ନିକଟରେ ବସ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ହେଲେ ନମିତା ସ୍ୱାଇଁ ଏବଂ ତାଙ୍କ ଶାଶୁ ରମା ସ୍ୱାଇଁ। ଗତକାଲି କର୍ଣ୍ଣୋଳି ଗାଁର ବଳରାମ ସ୍ୱାଇଁ ନିଜ ପତ୍ନୀ, ମାଆ ଓ ୪ବର୍ଷର ପୁଅ ସହ ବାଇକରେ ଗାଁକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ବଳରାମ ଓ ତାଙ୍କ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ଘଟଣା ତଦନ୍ତ ଚଳାଇଛି।

Related story