କମିଶନରେଟ୍ ପୋଲିସରେ ସାମିଲ୍ ହେଲା ଆଉ ୫ଟି ପିସିଆର

ଭୁବନେଶ୍ୱର:  କମିଶନରେଟ୍ ପୋଲିସରେ ସୋମବାର ଆଉ ୫ଟି ପିସିଆର୍ ଭ୍ୟାନକୁ ସାମିଲ କରାଯାଇଛି। ନାଲକୋ ପକ୍ଷରୁ ଏହି ଭ୍ୟାନ୍ ଗୁଡ଼ିକୁ କମିଶନରେଟ୍ ପୋଲିସକୁ ଦିଆଯାଇଛି। ଡାଏଲ୍ ୧୦୦କୁ ଆସୁଥିବା କୁଇକ୍ ରେସପନ୍ସ କଲକୁ ଆହୁରି ସୁଦୃଢ କରିବା ପାଇଁ ଏହି ପିସିଆର ଭ୍ୟାନକୁ ବ୍ୟବହାର କରାଯିବ। ଭୁବନେଶ୍ୱରରେ ଏବେ ୩୦ଟି ପିସିଆର୍ ରହିଛି।

ne pcr

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 05:38 PM IST

Related story