କଟକ: ବ୍ରଜରାଜପୁରରେ ହାତୀ ଉପଦ୍ରବ

କଟକ: କଟକ ମହାନଗର ଉପକଣ୍ଠ ବ୍ରଜରାଜପୁର ମହାନଦୀ ପଠାରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ ୫ଦିନ ହେଲା ୧୦ରୁ ୧୨ଟି ହାତୀ ଅଞ୍ଚଳରେ ଉପଦ୍ରବ ମଚାଇବା ସହ ଫସଲ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି କି ଏହି ହାତୀପଲ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ପନିପରିବା ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।

elephent

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 03:12 PM IST

Related story