‘ଜଣେ ଓଡ଼ିଆର ଆତ୍ମକଥା’ ପୁସ୍ତକ ଉନ୍ମୋଚିତ

କଟକ: ଉତ୍କଳ ସମ୍ମିଳନୀର କେନ୍ଦ୍ର ସଭାପତି ଡ଼ ଗୁରୁପ୍ରସାଦ ମହାନ୍ତିଙ୍କ ଆତ୍ମଜୀବନୀ ‘ଜଣେ ଓଡ଼ିଆର ଆତ୍ମକଥା’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଜୟିନୀ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ଆତ୍ମଜୀବନୀ କଟକ ଶତାବ୍ଦୀ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକ ଉନ୍ମୋଚିତ ଉତ୍ସବରେ ଅତିଥିଭାବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ମୁଖ୍ୟ ଜଷ୍ଟିସ ବିମଳ ପ୍ରସାଦ ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ […]

cuttack-ra-sahitya-inagutation

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 07:28 PM IST

କଟକ: ଉତ୍କଳ ସମ୍ମିଳନୀର କେନ୍ଦ୍ର ସଭାପତି ଡ଼ ଗୁରୁପ୍ରସାଦ ମହାନ୍ତିଙ୍କ ଆତ୍ମଜୀବନୀ ‘ଜଣେ ଓଡ଼ିଆର ଆତ୍ମକଥା’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଜୟିନୀ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ଆତ୍ମଜୀବନୀ କଟକ ଶତାବ୍ଦୀ ଭବନଠାରେ ଉନ୍ମୋଚିତ ହୋଇଯାଇଛି।

ପୁସ୍ତକ ଉନ୍ମୋଚିତ ଉତ୍ସବରେ ଅତିଥିଭାବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ ମୁଖ୍ୟ ଜଷ୍ଟିସ ବିମଳ ପ୍ରସାଦ ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ ସମାଜର ସଂପାଦକ ବାମାପଦ ତ୍ରିପାଠୀ, ସାରଳା ସାହିତ୍ୟ ସଂସଦ ସଭାପତି ପ୍ରଭାକର ସ୍ୱାଇଁ, ଡ଼ ବିଜୟାନନ୍ଦ ସିଂ ପ୍ରମୁଖ ଯୋଗଦେଇଥିଲେ।

Related story