କଟକ: ଶିଖରପୁର ତେଲ ଡିପୋ ନିକଟରେ ଅଗ୍ନିକାଣ୍ଡ

କଟକ:  କଟକ ଜିଲ୍ଲା ଶିଖରପୁର ତେଲ ଡିପୋ ନିକଟରେ ଥିବା  ଏକ ବୁଦାରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। କିଛି ସମୟରେ ଭିତରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଲିଭାଇଥିଲା। ବୁଦାରେ ନିଆଁ ଲାଗିବାର କାରଣ ଜଣାପଡିନି। ଏକ ବଡ ଦୁର୍ଘଟଣାରୁ କଟକ ସହର ଅଳ୍ପକେ ବର୍ତ୍ତି ଯାଇଥିବା  କୁହାଯାଉଛି।

cuttack

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 08:58 AM IST

Related story