କଟକ:  ଶିଶୁ ଭବନର ନୂଆ ଅଧୀକ୍ଷକ ଭାବେ ଦାୟିତ୍ୱ ନେଲେ ଡାକ୍ତର ସରୋଜ ଶତପଥୀ

କଟକ:  କଟକ ଶିଶୁ ଭବନରେ ନୂଆ ଅଧୀକ୍ଷକ ଭାବେ ଦାୟିତ୍ୱ ନେଲେ ଡାକ୍ତର ସରୋଜ ଶତପଥୀ । ଶିଶୁ ଭବନରେ ଶିଶୁମୃତ୍ୟୁ ଘଟଣା ଅଭିଯୋଗ ପରେ ପୂର୍ବତନ ଶିଶୁଭବନ ଅଧୀକ୍ଷକ ନିରଞ୍ଜନ ମହାନ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ବଦଳି କରାଯିବା ପରେ ତାଙ୍କ ସ୍ଥାନରେ ଆଜି ଦାୟିତ୍ୱ ନେଇଛନ୍ତି ଡାକ୍ତର ସରୋଜ ଶତପଥୀ। ଶିଶୁଭବନର ଭିତ୍ତିଭୂମି, ଚିତ୍କିସା  ଓ ପରିଚାଳନା ତ୍ରୁଟିକୁ ଗୁରୁତ୍ୱରୋପ କରାଯିବ ବୋଲି ନବନିଯୁକ୍ତ ଅଧ୍ୟକ୍ଷକ କହିଛନ୍ତି।

vlcsnap-2015-09-09-17h41m36s966

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 12:27 PM IST

Related story