ଦେବଗଡ: ଜାତୀୟ ରାଜପଥ କଡ଼ରୁ ମୃତ ଦେହ ଉଦ୍ଧାର

ଦେବଗଡ: ଦେବଗଡ଼ ସହର ଉପକଣ୍ଠ ୪୯ ନମ୍ବର ଜାତୀୟ ରାଜପଥ ରାଜାମୁଣ୍ଡା ନିକଟ ରାସ୍ତାକଡରୁ ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ଖମାର ଗାଁର ଯଦୁମଣି ନାୟକଙ୍କ ପୁଅ ରଞ୍ଜନ କୁମାର ନାୟକ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଶବକୁ ଗଛରୁ ଓହ୍ଲାଇଥିଲେ।  ପୋଲିସ ଯାଞ୍ଚ ବେଳେ ମୃତକ ପାଖରୁ ଦୁଇଟି ମୋବାଇଲ, ଆଧାର କାର୍ଡ ସହିତ ଏଟିଏମ କାର୍ଡ […]

bijay

bijay

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 09:08 AM IST

Sports

Latest News

ଦେବଗଡ: ଦେବଗଡ଼ ସହର ଉପକଣ୍ଠ ୪୯ ନମ୍ବର ଜାତୀୟ ରାଜପଥ ରାଜାମୁଣ୍ଡା ନିକଟ ରାସ୍ତାକଡରୁ ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ଖମାର ଗାଁର ଯଦୁମଣି ନାୟକଙ୍କ ପୁଅ ରଞ୍ଜନ କୁମାର ନାୟକ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଶବକୁ ଗଛରୁ ଓହ୍ଲାଇଥିଲେ।  ପୋଲିସ ଯାଞ୍ଚ ବେଳେ ମୃତକ ପାଖରୁ ଦୁଇଟି ମୋବାଇଲ, ଆଧାର କାର୍ଡ ସହିତ ଏଟିଏମ କାର୍ଡ ଓ ନଗତ ଟଙ୍କା ପାଇଥିଲେ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos