ଦେବଗଡ଼: ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ଅସୁରଖୋଲ ଜଙ୍ଗଲରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ସୋମବାରଠାରୁ ଦେବଗଡ଼ ପ୍ରଭାଶୁଣି ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଅସୁରଖୋଲ ଗାଁରେ ହାତୀଟିକୁ ଓୟୁଟିର ବିଶେଷଜ୍ଞ ଦଳ ଚିକିତ୍ସା କରୁଥିଲେ। ନାଳରେ ପଡ଼ି ଯାଇଥିବା ହାତୀଟିକୁ କ୍ରେନ୍‌ ସହାୟତାରେ  ଉପରକୁ ଅଣାଯାଇ ଚିକିତ୍ସା କରାଯାଉଥିଲା।

elehant

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 01:52 PM IST

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ଅସୁରଖୋଲ ଜଙ୍ଗଲରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ସୋମବାରଠାରୁ ଦେବଗଡ଼ ପ୍ରଭାଶୁଣି ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଅସୁରଖୋଲ ଗାଁରେ ହାତୀଟିକୁ ଓୟୁଟିର ବିଶେଷଜ୍ଞ ଦଳ ଚିକିତ୍ସା କରୁଥିଲେ।

ନାଳରେ ପଡ଼ି ଯାଇଥିବା ହାତୀଟିକୁ କ୍ରେନ୍‌ ସହାୟତାରେ  ଉପରକୁ ଅଣାଯାଇ ଚିକିତ୍ସା କରାଯାଉଥିଲା।

Related story