ଦେବଗଡ଼: ବିଭିନ୍ନ ଯୋଜନାର ସମୀକ୍ଷା କଲେ ସମ୍ବଲପୁର ସାଂସଦ

ଦେବଗଡ଼: ଦେବଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ଭିଜିଲାନ୍ସ ମନିଟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଦେବଗଡ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସାଂସଦ ସମସ୍ତ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ।