ଧାନମଣ୍ଡିରେ ଅନିୟମିତତା: ଲ୍ୟାମ୍ପସ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

ନବରଙ୍ଗପୁର: ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଲ୍ୟାମ୍ପସର କର୍ମଚାରୀ ଓ ଯୋଗାଣ ଅଧିକାରୀଙ୍କୁ ଏକ ଘରେ ଚାଷୀମାନେ ତାଲା ପକାଇ ଦେଇଛନ୍ତି। ଧାନର ଅଭାବୀ ବିକ୍ରି ସହ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଚାଷୀମାନେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।

nabarangapur

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 05:42 PM IST

Related story