ଢେଙ୍କାନାଳରେ ହାତୀ ଆତଙ୍କ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି। ପ୍ରାୟ ୨୦ରୁ ଅଧିକ ହାତୀ ଲତାଦେଇପୁର ଗାଁକୁ ଚାଲି ଆସିଥିବାରୁ  ଲୋକେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗତକାଲି ସକାଳେ ଏହି ହାତୀପଲ ଲତାଦେଇପୁର ଗାଁକୁ ଚାଲିଆସିଥିଲେ। ଦିନ ସାରା ହାତୀମାନେ କୁଆଡେ ନ ଯାଇ ଗାଁ ପାଖ ଆମ୍ବତୋଟାରେ ରହିଥିଲେ। ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀପଲ୍ଲକୁ ଘଉଡାଇବାକୁ ଉଦ୍ୟମ କରିଥିଲେ।  

bird

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 01:07 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି। ପ୍ରାୟ ୨୦ରୁ ଅଧିକ ହାତୀ ଲତାଦେଇପୁର ଗାଁକୁ ଚାଲି ଆସିଥିବାରୁ  ଲୋକେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଗତକାଲି ସକାଳେ ଏହି ହାତୀପଲ ଲତାଦେଇପୁର ଗାଁକୁ ଚାଲିଆସିଥିଲେ। ଦିନ ସାରା ହାତୀମାନେ କୁଆଡେ ନ ଯାଇ ଗାଁ ପାଖ ଆମ୍ବତୋଟାରେ ରହିଥିଲେ। ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀପଲ୍ଲକୁ ଘଉଡାଇବାକୁ ଉଦ୍ୟମ କରିଥିଲେ।

 

Related story