ହାତୀ ଆକ୍ରମଣରେ ଗୋଟିଏ ମଇଁଷି ମୃତ, ୧୪ ଆହତ

ଆଠଗଡ଼: ଆଠଗଡ଼ରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ୧୪ଟି ମଇଁଷି ଆହତ ହୋଇଛନ୍ତି। ମେଘା ନିକଟ କାଲପୁଡ଼ିଆ ଗାଁ ନିକଟରେ ହାତୀ ବୁଲୁଥିବା ଜଣାପଡ଼ିଛି।  ଫଳରେ  ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଦିନକ ତଳେ ହାତୀ ଆକ୍ରମଣରେ ୨ଟି ମଇଁଷିଙ୍କ ମୃତ୍ୟୁ ହୋଇଥିଲା।

attgrah...

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 09:15 AM IST

ଆଠଗଡ଼: ଆଠଗଡ଼ରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ୧୪ଟି ମଇଁଷି ଆହତ ହୋଇଛନ୍ତି। ମେଘା ନିକଟ କାଲପୁଡ଼ିଆ ଗାଁ ନିକଟରେ ହାତୀ ବୁଲୁଥିବା ଜଣାପଡ଼ିଛି।  ଫଳରେ  ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଦିନକ ତଳେ ହାତୀ ଆକ୍ରମଣରେ ୨ଟି ମଇଁଷିଙ୍କ ମୃତ୍ୟୁ ହୋଇଥିଲା।

Related story