ପୂର୍ବତନ ବିଧାୟକ ଶ୍ରୀବତ୍ସ ନାୟକଙ୍କ ପରଲୋକ

ଢେଙ୍କାନାଳ: ପୂର୍ବତନ ବିଧାୟକ ଶ୍ରୀବତ୍ସ ନାୟକଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ୧୯୭୪ରୁ୧୯୭୭ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ କଂଗ୍ରେସ ଟିକେଟ୍‌ରେ ସେତେବେଳର ଗଁଦିଆ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ସେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ ଓ ରାଜନୈତିଜ୍ଞ ଥିଲେ।

shreebasta

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 12:22 PM IST

Related story