ଗୁଣପୁର: ସବ୍‌ ଜଜ୍‌ କୋର୍ଟର ଜଣେ କିରାଣିଙ୍କ ଅସ୍ୱାଭିବକ ମୃତ୍ୟୁ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ସବ୍‌ ଜଜ୍‌ କୋର୍ଟର ଜଣେ କିରାଣିଙ୍କ ଆଜି ସକାଳେ ଅସ୍ୱାଭିବକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ମହେନ୍ଦ୍ର ଶଙ୍କର। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

dead-body

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 11:47 AM IST

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ସବ୍‌ ଜଜ୍‌ କୋର୍ଟର ଜଣେ କିରାଣିଙ୍କ ଆଜି ସକାଳେ ଅସ୍ୱାଭିବକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ମହେନ୍ଦ୍ର ଶଙ୍କର। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story