ଗୁରୁ ବନ୍ଦନା କରି ଶ୍ରଦ୍ଧାସୁମନ ଅର୍ପଣ କଲେ ଛାତ୍ରଛାତ୍ରୀ

<p>ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ନୂଆବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶୁଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି। ଭଦ୍ରକ ସ୍ଥିତ ଶିଶୁ ମନ୍ଦିରରେ ସକାଳେ ଛାତ୍ରଛାତ୍ରୀମାନେ ଗୁରୁଜୀ ଗୁରୁମାମାନଙ୍କୁ ଧୂପଦୀପ ଦେଇ ବନ୍ଦାପନା କରି ପୂଜା କରିଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁଦିବସ ପାଳନ ହୋଇଛି।</p>

Ordigital Desk
  • Published: Tuesday, 05 September 2017
  • Updated: 05 September 2017, 10:52 PM IST

Sports

Latest News

<p>ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ନୂଆବଜାର ସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶୁଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି। ଭଦ୍ରକ ସ୍ଥିତ ଶିଶୁ ମନ୍ଦିରରେ ସକାଳେ ଛାତ୍ରଛାତ୍ରୀମାନେ ଗୁରୁଜୀ ଗୁରୁମାମାନଙ୍କୁ ଧୂପଦୀପ ଦେଇ ବନ୍ଦାପନା କରି ପୂଜା କରିଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁଦିବସ ପାଳନ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos