ଜଗତସିଂହପୁର: ବୋମା ଫୁଟି ମହିଳା ଶ୍ରମିକ ଆହତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ କାହାଳିପଡ଼ାରେ ଆଜି ବୋମା ଫୁଟି ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କଲଭର୍ଟ କାମ କରୁଥିବାବେଳେ ହଠାତ୍ ବୋମାଟି ଫୁଟିଥିଲା। ଗୁରୁତର ଅବସ୍ଥାରେ ମହିଳା ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏକ  ରଡ଼ ଗଦା ତଳେ ଏହି ବୋମାଟିକୁ ରଖାଯାଇଥିଲା।

jagatsingpur

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:51 AM IST

Related story