ଯାଜପୁର: ଜିନ୍ଦଲ ପ୍ଲାଣ୍ଟରେ ଲୋଡର୍‌ ମାଡିଯାଇ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର: ଯାଜପୁର କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ କାରଖାନାର ବ୍ରିକେଟିଂ ସାଇଟ୍‌ରେ ଲୋଡର ମାଡିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗୋବର୍ଦ୍ଧନପୁରର ଦୁର୍ଯୋଧନ ନାୟକ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କାରଖାନା ସମ୍ମୁଖରେ ଶ୍ରମିକମାନେ ଧାରଣାରେ ବସିଛନ୍ତି।

jajpur

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 05:19 AM IST

ଯାଜପୁର: ଯାଜପୁର କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ କାରଖାନାର ବ୍ରିକେଟିଂ ସାଇଟ୍‌ରେ ଲୋଡର ମାଡିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗୋବର୍ଦ୍ଧନପୁରର ଦୁର୍ଯୋଧନ ନାୟକ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କାରଖାନା ସମ୍ମୁଖରେ ଶ୍ରମିକମାନେ ଧାରଣାରେ ବସିଛନ୍ତି।

Related story