ଝାରସୁଗୁଡ଼ା ଉପକାରାଗାରରେ କଏଦୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପକାରାଗାରରେ ଆଜୀବନ ସଜା କାଟୁଥିବା  ଜଣେ କଏଦୀର ଆଜି ସକାଳେ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ରମେଶ ଚୌହ୍ୱାନ। ତାଙ୍କ ଘର ରାୟଗଡ଼ା ଜିଲ୍ଲା ବେଲଗିରି ଗାଁରେ। ‌ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଉଥିଲା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ସେ ଏକ ଅପରାଧିକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ୫ ବର୍ଷର ସଜା କାଟି ସାରିଥିଲେ।

jharsuguda

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 09:59 AM IST

Related story