କାମାକ୍ଷାନଗର: ଗୁରୁଦିବସକୁ କଳା ଦିବସ  ପାଳିଲେ ବ୍ଲକ ଗ୍ରାଣ୍ଟ ଶିକ୍ଷକ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ଗ୍ରାଣ୍ଟ ଶିକ୍ଷକ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି। ଶିକ୍ଷକ ମାନେ ନିଜ ମୁହଁରେ କଳାକନା ବାନ୍ଧି ପ୍ରତିବାଦ କରିଥିଲେ। ସରକାର ସେମାନଙ୍କର  ପୂର୍ଣ୍ଣ ଅନୁଦାନ  ଦାବି ପୂରଣ ନେଇ ଶିକ୍ଷକ ନେତା ଶ୍ରୀରାମ ରାଉତଙ୍କ ନେତୃତ୍ୱରେ   ଶିକ୍ଷକ ମାନେ କଳା ଦିବସ ପାଳନ  କରିଛନ୍ତି।

teacher

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 05:58 AM IST

Related story