କାମାକ୍ଷାନଗର ଉପକାରାଗାର ଅନ୍ତୋବାସୀଙ୍କୁ ଭେଟିଲେ ରାଜ୍ୟ ଇସ୍ପାତ ମନ୍ତ୍ରୀ

କାମାକ୍ଷାନଗର:କାମାକ୍ଷାନଗର ଉପକରାଗାରକୁ ଆସି ଅନ୍ତୋବାସୀଙ୍କୁ ଆଜି ଭେଟିଛନ୍ତି ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସମାଜର ମୁଖ୍ୟ ସ୍ରୋତକୁ ଆସିବାକୁ ଅନ୍ତୋବାସୀଙ୍କୁ ସେ କିଛି ଉପଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ଯଶୋବନ୍ତ ପରିଡା ଓ ଜେଲର ସୌଭାଗ୍ୟ ବଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Prafulla-Mallick-2

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 09:13 AM IST

Related story