ବେଲଘର ଅଭୟାରଣ୍ୟରେ ଆହତ ହାତୀ ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘର ଅଭୟାରଣ୍ୟର ଝିରିପାଣି ଜଙ୍ଗଲରେ ଏକ ଆହତ ହାତୀ ବୁଲୁଥିବା ବନ ବିଭାଗ ଠାବ କରିଛି। ହାତୀର ଗୋଡ଼ରେ କୌଣସି କାରଣରୁ କ୍ଷତ ହୋଇଛି। ତେଣୁ ହାତୀଟି ବିଶେଷ ଚଲାବୁଲା କରି ପାରୁନାହିଁ। ହାତୀର ଚିକିତ୍ସା କରିବା ପାଇଁ ବନ ବିଭାଗର କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ହାତୀଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ନଜର ରଖିଛନ୍ତି।

elephant1

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 10:28 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘର ଅଭୟାରଣ୍ୟର ଝିରିପାଣି ଜଙ୍ଗଲରେ ଏକ ଆହତ ହାତୀ ବୁଲୁଥିବା ବନ ବିଭାଗ ଠାବ କରିଛି। ହାତୀର ଗୋଡ଼ରେ କୌଣସି କାରଣରୁ କ୍ଷତ ହୋଇଛି। ତେଣୁ ହାତୀଟି ବିଶେଷ ଚଲାବୁଲା କରି ପାରୁନାହିଁ।

ହାତୀର ଚିକିତ୍ସା କରିବା ପାଇଁ ବନ ବିଭାଗର କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ହାତୀଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ନଜର ରଖିଛନ୍ତି।

Related story