କନ୍ଧମାଳ: ବାଲିଗୁଡା ବସ୍‌ଷ୍ଟାଣ୍ଡରୁ ୪ ଶିଶୁ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ବସ୍‌ଷ୍ଟାଣ୍ଡରୁ ୬ ରୁ ୯ ବୟସର ୪ ଜଣ ଶିଶୁଙ୍କୁ ମଙ୍ଗଳବାର ଚାଇଲ୍ଡ ଲାଇନ୍‌ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଓ ୩ ଜଣ ନାବାଳକ ଅଛନ୍ତି। ଶିଶୁମାନେ ବସ୍‌ଷ୍ଟାଣ୍ଡରେ ଇଆଡେ ସିଆଡେ ବୁଲୁ ଥିବା ଦେଖି ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଖବର ପାଇ ଚାଇଲ୍ଡ ଲାଇନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପିଲାମାନଙ୍କ ପରିଚୟ ମିଳିପାରି ନାହିଁ।

child

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 05:11 PM IST

Related story