କେନ୍ଦୁଝର: ଚିକିତ୍ସା ନ ପାଇ ହସପିଟାଲ୍ ଛାଡ଼ିଲେ ଆଦିବାସୀ ମହିଳା

କେନ୍ଦୁଝର: ଚିକିତ୍ସା ନ ପାଇ ହସପିଟାଲ୍ ଛାଡିଛନ୍ତି ଆଦିବାସୀ ମହିଳା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଏକ ଘଟଣା।  ଜିଲ୍ଲାର ତେଲକୋଇ ବ୍ଲଗ ପିଟାନାଳୀ ଗାଁର ୭୦ ବର୍ଷୀୟା ଆଦିବାସୀ ବୃଦ୍ଧା ଜମୁଣି ଜୁଆଙ୍ଗ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତେବେ ଡାକ୍ତରଖାନାରେ ତାଙ୍କର ଠିକ୍ ଭାବେ ଚିକିତ୍ସା କରାଯାଇ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଫଳରେ ନିରାଶ ହୋଇ ପରିବାର ଲୋକେ ଜମୁଣିଙ୍କୁ ଘରକୁ ନେଇଯାଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା […]

konark ustab

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 05:40 AM IST

କେନ୍ଦୁଝର: ଚିକିତ୍ସା ନ ପାଇ ହସପିଟାଲ୍ ଛାଡିଛନ୍ତି ଆଦିବାସୀ ମହିଳା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଏକ ଘଟଣା।  ଜିଲ୍ଲାର ତେଲକୋଇ ବ୍ଲଗ ପିଟାନାଳୀ ଗାଁର ୭୦ ବର୍ଷୀୟା ଆଦିବାସୀ ବୃଦ୍ଧା ଜମୁଣି ଜୁଆଙ୍ଗ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତେବେ ଡାକ୍ତରଖାନାରେ ତାଙ୍କର ଠିକ୍ ଭାବେ ଚିକିତ୍ସା କରାଯାଇ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଫଳରେ ନିରାଶ ହୋଇ ପରିବାର ଲୋକେ ଜମୁଣିଙ୍କୁ ଘରକୁ ନେଇଯାଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ତାଙ୍କର ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ।  ଡାକ୍ତର ତାଙ୍କୁ ଦେଖିବା ପରେ କିଛି ଟେଷ୍ଟ କରିବା ପାଇଁ କହିଥିଲେ। ତେବେ ତାଙ୍କ ସମ୍ପକୀୟ ମାନେ ଟେଷ୍ଟ ରିପୋର୍ଟ ଅପେକ୍ଷା କରିନଥିଲେ।

Related story