କଟକ: ଶିଶୁ ଭବନରେ ୩ ନବଜାତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

କଟକ: ଅବହେଳାରୁ କଟକ ଶିଶୁ ଭବନରେ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ମେଡିକାଲର ଏକ ୪ ଜଣିଆ କମିଟି ଘଟଣାର ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଙ୍କ ମୃତ୍ୟୁ ହେଲା କମିଟି ତାର ଯାଂଚ କରିବ। ମୃତ ଶିଶୁଙ୍କ ବାପା ମାଆ ଏବଂ ସେ ସମୟରେ ଉପସ୍ଥିତ ଡାକ୍ତର ଓ ନର୍ସଙ୍କୁ ପଚରାଉଚରା କରି କମିଟି ରିପୋର୍ଟ ପ୍ରଦାନ ଦେବ।   କଟକ ଶିଶୁ ଭବନରେ ଗୋଟିଏ […]

bhanjanagar-murder-case

bhanjanagar-murder-case

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 02:50 PM IST

କଟକ: ଅବହେଳାରୁ କଟକ ଶିଶୁ ଭବନରେ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ମେଡିକାଲର ଏକ ୪ ଜଣିଆ କମିଟି ଘଟଣାର ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଙ୍କ ମୃତ୍ୟୁ ହେଲା କମିଟି ତାର ଯାଂଚ କରିବ। ମୃତ ଶିଶୁଙ୍କ ବାପା ମାଆ ଏବଂ ସେ ସମୟରେ ଉପସ୍ଥିତ ଡାକ୍ତର ଓ ନର୍ସଙ୍କୁ ପଚରାଉଚରା କରି କମିଟି ରିପୋର୍ଟ ପ୍ରଦାନ ଦେବ।   କଟକ ଶିଶୁ ଭବନରେ ଗୋଟିଏ ରାତିରେ ଏକାଥରେ ତିନି ଜଣ ନବଜାତକଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ଚିକିତ୍ସା ଅବହେଳାରୁ ଏହି ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ମୃତ ୨ଟି ଶିଶୁଙ୍କ ପରିବାର ଲୋକେ ଅଭିଯୋଗ କରି ଲାଲବାଗ ଥାନାରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story