କଟକରେ ଅବ୍ୟବସ୍ଥିତ ଆଇନ ଶୃଙ୍ଖଳା ପ୍ରସଙ୍ଗ: ଡିଜିପିଙ୍କ ଅଫିସ୍ ସମ୍ମୁଖରେ ବିଜେପିର ଧାରଣା

କଟକ: କଟକ ସହରର ଆଇନ ଶୃଙ୍ଗଳା ପରିସ୍ଥିତି ବଗିଡି ଯାଇଥିବା ଅଭିଯୋଗ କରି ଆଜି ବିଜେପି ଯୁବ ମୋର୍ଚ୍ଚା ପୋଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଡିଜିପିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କିଛି ଦିନ ତଳେ ବଜ୍ରକବାଟି ରୋଡରେ ଗୁଳିମାଡ଼ ହୋଇଥିବା ବେଳେ ୪ ଦିନ ତଳେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା। ଉଭୟ ଘଟଣା କମିଶନରେଟ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଥିବା […]

bjprally

bjprally

Rakesh Mallick
  • Published: Monday, 31 August 2015
  • Updated: 31 August 2015, 10:40 AM IST

Sports

Latest News

କଟକ: କଟକ ସହରର ଆଇନ ଶୃଙ୍ଗଳା ପରିସ୍ଥିତି ବଗିଡି ଯାଇଥିବା ଅଭିଯୋଗ କରି ଆଜି ବିଜେପି ଯୁବ ମୋର୍ଚ୍ଚା ପୋଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଡିଜିପିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କିଛି ଦିନ ତଳେ ବଜ୍ରକବାଟି ରୋଡରେ ଗୁଳିମାଡ଼ ହୋଇଥିବା ବେଳେ ୪ ଦିନ ତଳେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା। ଉଭୟ ଘଟଣା କମିଶନରେଟ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଥିବା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story