କେନ୍ଦ୍ରାପଡ଼ା: ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ମାର୍ଶାଘାଇ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଲୋକେ

ପାଟକୁରା/କେନ୍ଦ୍ରାପଡ଼ା: ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ମାର୍ଶାଘାଇ ବିକାଶ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା। ମାର୍ଶାଘାଇ ଓ ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟରେ ଅତିଷ୍ଠ ହୋଇ ଆଜି ଶତାଧିକ ବିଦ୍ୟୁତ ଉପଭୋକ୍ତା ମାର୍ଶାଘାଇ ସ୍ଥିତ ସେସୁର ନିବାର୍ହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ମାର୍ଶାଘାଇ ବିଦ୍ୟୁତ୍ ବିଭାଗ ଏସଡିଓ ସେମାନଙ୍କୁ ବୁଝାଶୁଝା କରିଥିଲେ। ଏହା ପରେ ଲୋକେ ଆନ୍ଦୋଳନରୁ ଓହରି ଥିଲେ। ତେବେ ଆସନ୍ତା […]

kendrapada

kendrapada

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 10:59 AM IST

Sports

Latest News

kendrapadaପାଟକୁରା/କେନ୍ଦ୍ରାପଡ଼ା: ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ମାର୍ଶାଘାଇ ବିକାଶ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା। ମାର୍ଶାଘାଇ ଓ ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟରେ ଅତିଷ୍ଠ ହୋଇ ଆଜି ଶତାଧିକ ବିଦ୍ୟୁତ ଉପଭୋକ୍ତା ମାର୍ଶାଘାଇ ସ୍ଥିତ ସେସୁର ନିବାର୍ହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ମାର୍ଶାଘାଇ ବିଦ୍ୟୁତ୍ ବିଭାଗ ଏସଡିଓ ସେମାନଙ୍କୁ ବୁଝାଶୁଝା କରିଥିଲେ। ଏହା ପରେ ଲୋକେ ଆନ୍ଦୋଳନରୁ ଓହରି ଥିଲେ। ତେବେ ଆସନ୍ତା ସୋମବାର ସୁଦ୍ଧା ବିଦ୍ୟୁତକାଟ ନେଇ ପ୍ରତିକାର କରା ନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମାର୍ଶଘାଇ ବିକାଶ ମଂଚ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story