କେନ୍ଦୁଝର: ୩ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଘରୋଇ ବସ୍‌ଷ୍ଟାଣ୍ଡ ନିକଟରୁ ଗତକାଲି ରାତିରେ ସିଡବ୍ଲ୍ୟୁସି, ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଚଢାଉ କରି ୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଏହି ତିନି ଶିଶୁ ଶ୍ରମିକଙ୍କୁ ଜଗତସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି ବିଲ କାମ କରିବାକୁ ନେଉଥିବା ଜଣାପଡ଼ିଛି। ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଦ୍ଧାର ହୋଇଥିବା  ୩ ଶିଶୁଙ୍କୁ ଓପନ ସେଲଟ୍‌ରକୁ ପଠାଇ ଦିଆଯାଇଛି।

sisu

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 09:52 AM IST

କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଘରୋଇ ବସ୍‌ଷ୍ଟାଣ୍ଡ ନିକଟରୁ ଗତକାଲି ରାତିରେ ସିଡବ୍ଲ୍ୟୁସି, ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଚଢାଉ କରି ୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଏହି ତିନି ଶିଶୁ ଶ୍ରମିକଙ୍କୁ ଜଗତସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି ବିଲ କାମ କରିବାକୁ ନେଉଥିବା ଜଣାପଡ଼ିଛି।

ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଦ୍ଧାର ହୋଇଥିବା  ୩ ଶିଶୁଙ୍କୁ ଓପନ ସେଲଟ୍‌ରକୁ ପଠାଇ ଦିଆଯାଇଛି।

Related story