କେନ୍ଦୁଝର: ସୁସ୍ଥ ହୋଇ ଘରକୁ ଫେରିଲେ ଆଇରନ୍ ବଟିକା ଖାଇ ଅସୁସ୍ଥ ହୋଇଥିବା ଶିଶୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଳଭଦ୍ରପୁର ଅଙ୍ଗୱାବାଡି କେନ୍ଦ୍ରରେ ଆଇରନ୍ ବଟିକା ଖାଇ ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଇରନ ବଟିକା ଖାଇବା ପରେ ଗତକାଲି ଦୁଇ ଜଣ ଶିଶୁ ବାନ୍ତି କରିଥିଲେ। ଫଳରେ ସେମାନଙ୍କ ସହିତ ଆଇରନ ବଟିକା ଖାଇଥିବା ସମସ୍ତ ୪୦ ଜଣ ଶିଶୁଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ଓ ସେମାନେ ଘରକୁ ଫେରିଛନ୍ତି।

andapur

Rakesh Mallick
  • Published: Friday, 27 May 2016
  • , Updated: 27 May 2016, 06:10 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଳଭଦ୍ରପୁର ଅଙ୍ଗୱାବାଡି କେନ୍ଦ୍ରରେ ଆଇରନ୍ ବଟିକା ଖାଇ ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଇରନ ବଟିକା ଖାଇବା ପରେ ଗତକାଲି ଦୁଇ ଜଣ ଶିଶୁ ବାନ୍ତି କରିଥିଲେ। ଫଳରେ ସେମାନଙ୍କ ସହିତ ଆଇରନ ବଟିକା ଖାଇଥିବା ସମସ୍ତ ୪୦ ଜଣ ଶିଶୁଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ଓ ସେମାନେ ଘରକୁ ଫେରିଛନ୍ତି।

Related story