କେନ୍ଦୁଝର: ୩୪,୭୧୫ ଜଣଙ୍କୁ ଖାଉଟି କାର୍ଡ ବଣ୍ଟନ

କେନ୍ଦୁଝର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ନୂଆ ଖାଉଟି କାର୍ଡ ବାଣ୍ଟି କରିଛନ୍ତି । କେନ୍ଦୁଝର ମ୍ୟୁନିସିପାଲିଟିର ୩୪ହଜାର ୭୧୫ଜଣଙ୍କୁ ଏହି କାର୍ଡ ବଣ୍ଟା ଯାଇଛି । ଜିଲ୍ଲାରେ ସମୁଦାୟ ୧୬ଲକ୍ଷ ୫୨ହଜାର ୫୫୯ଜଣ ଆବେଦନ କରିଥିବା ବେଳେ ୧୪ଲକ୍ଷ ୧ହଜାର ୧୭୫ଜଣଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

kendujhar

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 10:02 AM IST

Related story