କେନ୍ଦୁଝର: କାନପୁର ବୃହତ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ୧୪୪ ଧାରା ଜାରି

କେନ୍ଦୁଝର: ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ନିକଟରେ ୧୪୪ ଧାରା ଜାରି କରାଯାଇଛି। କିଛିଦିନ ହେଲା ଥଇଥାନ ଦାବିରେ ବିସ୍ଥାପିତମାନେ ପ୍ରକଳ୍ପ କାମକୁ ବିରୋଧ କରି ଆସୁଥିବାରୁ କାମ ବାଧାପ୍ରାପ୍ତ ହୋଇଛି। ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ଚମ୍ପୁଆ ଉପଜିଲ୍ଲାପାଳ ପ୍ରକଳ୍ପ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ଗତମାସ ୧୭ ତାରିଖରୁ ବିସ୍ଥାପିତମାନେ କାମ ବନ୍ଦ କରି ଦେଇଥିଲେ।

kendujhar

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 04:39 AM IST

କେନ୍ଦୁଝର: ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ନିକଟରେ ୧୪୪ ଧାରା ଜାରି କରାଯାଇଛି। କିଛିଦିନ ହେଲା ଥଇଥାନ ଦାବିରେ ବିସ୍ଥାପିତମାନେ ପ୍ରକଳ୍ପ କାମକୁ ବିରୋଧ କରି ଆସୁଥିବାରୁ କାମ ବାଧାପ୍ରାପ୍ତ ହୋଇଛି। ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ଚମ୍ପୁଆ ଉପଜିଲ୍ଲାପାଳ ପ୍ରକଳ୍ପ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି।

ଗତମାସ ୧୭ ତାରିଖରୁ ବିସ୍ଥାପିତମାନେ କାମ ବନ୍ଦ କରି ଦେଇଥିଲେ।

Related story