କୋରାପୁଟ-ଜୟପୁର ଘାଟିରେ ଓଲଟିଲା ବସ୍‌

ଜୟପୁର:  କୋରାପୁଟ-ଜୟପୁର ଘାଟିରେ ବସ୍ ଖସି ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଓଏସ୍‌ଆର୍‌ଟିସି ବସ୍‌ଟି ବ୍ରହ୍ମପୁରରୁ ଉମରକୋଟ୍ ଯାଉଥିଲା । ବସ୍‌ଟି ଭାରସାମ୍ୟ ହରାଇ ଘାଟିରେ ଖସି ପଡ଼ିଥଲା।

accident

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 12:30 PM IST

Related story